ପଞ୍ଜାବର ମାନ ସରକାର ରାଜ୍ୟରେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟରେ ପୁରୁଣା ପେନସନ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏନେଇ ଏକ ଅଧିସୂଚନା ଜାରି ହେବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିପାରେ । ଏହା ପରେ ସାରା ରାଜ୍ୟରେ ଏହା ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସେପ୍ଟେମ୍ବର ୧୯ ତାରିଖରେ ଟ୍ୱିଟ କରିଥିଲେ ଯେ, ମୋ ସରକାର ପୁରୁଣା ପେନସନ ପ୍ରଣାଳୀକୁ ପୁଣି ଥରେ ଲାଗୁ କରିବା ନେଇ ବିଚାର କରୁଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ