ଆମେରିକାର ନାଇଟ୍ କ୍ଲବରେ ଗୁଳିକାଣ୍ଡ । କୋଲୋରାଡୋ ସ୍ପ୍ରିଙ୍ଗସ୍ ସହରର ଏକ ନାଇଟ୍ କ୍ଲବରେ ଆଜି ଗୁଳିମାଡ଼ ହୋଇଛି । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ କୋଲୋରାଡୋ ସ୍ପ୍ରିଙ୍ଗସ୍ ପୋଲିସ ଅଧିକାରୀ ଲେଫ୍ଟନାଣ୍ଟ ପାମେଲା କାସ୍ତ୍ରୋ କହିଛନ୍ତି- ଏଲଜିବିଟିକ୍ୟୁ ନାଇଟ୍ କ୍ଲବରେ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିଲା । ଆହତଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ