ମୌଲବୀ ଅବଦୁଲ କାବିର ହେଲେ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ । ହୈବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅସୁସ୍ଥତା କାରଣରୁ କାବିରଙ୍କୁ ଏହି ଦାୟିତ୍ବ ଦେଇଛି ତାଲିବାନ । ଆମେରିକା ଓ ତାଲିବାନ ମଧ୍ୟରେ ବୁଝାମଣା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କାବିର । ଏହି ମଧ୍ୟସ୍ଥତା କାରଣରୁ ସମ୍ଭବ ହୋଇଥିଲା ଦୋହା ରାଜିନାମା । କାବିରଙ୍କୁ ନିଯୁକ୍ତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଅଖୁନ୍ଦଜାଦା । ଦୀର୍ଘ ଦିନ ଧରି ଅଖୁନ୍ଦଜାଦା ହୃଦରୋଗରେ ପୀଡିତ ଅଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ