ଇରାକ୍ ର ରାଜଧାନୀ ବାଗଦାଦ୍ ର ଏକ ଷ୍ଟାଡିୟମ ନିକଟରେ ଭୟାବହ ବିସ୍ଫୋରଣ । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଜଣ ଆହତ ହୋଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଷ୍ଟାଡିୟମରେ ମ୍ୟାଚ୍ ଚାଲିଥିବା ବେଳେ ନିକଟରେ ଥିବା ଏକ ଗ୍ୟାସ୍ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା ଫଳରେ ଅନେକ ଫୁଟବଲ୍ ଖେଳାଳି ଓ ଦର୍ଶକଙ୍କ ମୃତ୍ୟୁ ହୋଇଛି । ଏହା ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର କାଚ ଝରକା ଓ କବାଟ ସବୁ ଭାଙ୍ଗି ଯାଇଛି। ଇରାକ ରାଷ୍ଟ୍ରପତି ଅବଦୁଲ ଲତିଫ ରସିଦ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନିରାପତ୍ତା ବଳର କମାଣ୍ଡର୍ ଅହମଦ୍ ସଲିମ୍ କହିଛନ୍ତି, ଏହା ଆତଙ୍କବାଦ ଆକ୍ରମଣ ନୁହେଁ, ଏକ ଦୁର୍ଘଟଣା ।
ଇରାକ: ଇରାକ୍ ର ରାଜଧାନୀ ବାଗଦାଦ୍ ର ଏକ ଷ୍ଟାଡିୟମ ନିକଟରେ ଭୟାବହ ବିସ୍ଫୋରଣ । ଏଥିରେ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଜଣ ଆହତ ହୋଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଷ୍ଟାଡିୟମରେ ମ୍ୟାଚ୍ ଚାଲିଥିବା ବେଳେ ନିକଟରେ ଥିବା ଏକ ଗ୍ୟାସ୍ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା ଫଳରେ ଅନେକ ଫୁଟବଲ୍ ଖେଳାଳି ଓ ଦର୍ଶକଙ୍କ ମୃତ୍ୟୁ ହୋଇଛି । ଏହା ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର କାଚ ଝରକା ଓ କବାଟ ସବୁ ଭାଙ୍ଗି ଯାଇଛି। ଇରାକ ରାଷ୍ଟ୍ରପତି ଅବଦୁଲ ଲତିଫ ରସିଦ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ନିରାପତ୍ତା ବଳର କମାଣ୍ଡର୍ ଅହମଦ୍ ସଲିମ୍ କହିଛନ୍ତି, ଏହା ଆତଙ୍କବାଦ ଆକ୍ରମଣ ନୁହେଁ, ଏକ ଦୁର୍ଘଟଣା ।
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ