ପାକିସ୍ତାନରେ ସେନାଧିକାରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ । ପରିବାର ସହ ବୁଲିବାକୁ ବାହାରିଥିବା ସେନାଧିକାରୀ କର୍ଣ୍ଣଲ ଲାଇକ୍ ବେଗ୍ ମିର୍ଜା ଇଦ୍ ଛୁଟିରେ ପରିବାର ସହ କରାଚିରୁ ଜିୟାରତ୍ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି ଆତଙ୍କବାଦୀ । କର୍ଣ୍ଣଲ ପରିବାରକୁ ନେଇ ବେଲୁଚିସ୍ତାନର ରାଜଧାନୀ କ୍ୱେଟା ଠାରୁ ପାଖାପାଖି ୧୦୦ କିଲୋମିଟର ଜିୟାରତ୍ ଆଡକୁ ଯାତ୍ର କରୁଥିଲେ । ଏହାପରେ ଆତଙ୍କବାଦୀମାନେ ତାଙ୍କୁ ସେଠାରୁ ଅପହରଣ କରିନେଇଥିଲେ । ତାଙ୍କ ପରିବାର ଲୋକଙ୍କୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ କର୍ଣ୍ଣଲଙ୍କୁ ଅପହରଣ କରିନେଇଥିଲେ । ତେବେ ସେମାନେ କର୍ଣ୍ଣଲଙ୍କୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ