ଆଦାନି ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପ୍ରସଙ୍ଗ । ଏନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନେଇ ଆଗତ ପିଟିସନର ଆଜି ଶୁଣାଣି କରିବେ କରିବେ ସର୍ବୋଚ୍ଚ ଅଦାଲତ । ଶିଳ୍ପପତି ଗୌତମ ଆଦାନୀ ନେତୃତ୍ବାଧୀନ ବ୍ୟାବସାୟିକ ସାମ୍ରାଜ୍ୟ ପ୍ରସଙ୍ଗରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ଦେଇଥିଲା ତାହାକୁ ନେଇ ଷ୍ଟକ ମାର୍କେଟ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଥିଲା ହଇଚଇ । ଏହାର ଜରୁରୀ ଶୁଣାଣି ଲାଗି କୋର୍ଟ ନିକଟରେ ଆବେଦନ କରିଥିଲେ ଆଡଭୋକେଟ ବିଶାଳ ତିଓ୍ବାରୀ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ