() ଆଜି ହେଉଛି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି । ପହିଲି ରଜ ଭଳି ଆଜି ଦ୍ବିତୀୟ ରଜକୁ ମଧ୍ୟ ସମସ୍ତେ ଧୁମ୍ ଧାମରେ ପାଳନ କରୁଛନ୍ତି । ଚାରିଆଡେ ରଜର ଆସର ଜମୁଥିବାବେଳେ କେଉଁଠି ରଜ ଗିତ ତ ଆଉ କେଉଁଠି ରଜପାନ ମନ । ଖାଲି ସେତିକି ନୁହେଁ ତା ସାଙ୍ଗକୁ ଭଳିକି ଭଳି ପିଠାର ବାସ୍ନା ଚାରିଆଡେ ଗୁଞ୍ଜରିତ ହେଉଛି । ଆଉ ତା ସହିତ ପୋଡପିଠା ଏବଂ ଦୋଳିରେ ଝୁଲିବାର ମଜା ନେଉଛନ୍ତି ସବୁ ଝିଅ । ଗାଁଠୁ ସହର ସବୁଠି ରଜ ପର୍ବକୁ ମନଭରି ପାଳୁଛନ୍ତି ସଭିଏଁ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା