ଆଜି କାଶ୍ମୀରରେ ଶେଷ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ଗତବର୍ଷ ସେପ୍ଟେମ୍ବର ୭ରେ ରାହୁଲ ଗାନ୍ଧୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଭାରତ ଯୋଡୋ ଯାତ୍ରା । ଭାରତ ଯୋଡୋ ଯାତ୍ରାର ଶେଷ ଦିନରେ ଆଜି ୧୨ଟି ଆଞ୍ଚଳିକ ଦଳର ନେତା ଯୋଗ ଦେବେ ବୋଲି ଜଣାପଡ଼ିଛି । ଏଥିସହ ବିରାଟ ରାଲି ଏବଂ ଶୋଭଯାତ୍ରା ଆୟୋଜନ ହେବ । ଭାରତ ଯୋଡୋ ଯାତ୍ରା ସମୟରେ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ବିଭିନ୍ନ ରାଜ୍ୟ ଦେଇ ହଜାର ହଜାର ସମର୍ଥକଙ୍କ ଗହଣରେ କାଶ୍ମୀରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି