ଆଜି ବିଶ୍ବ ଛେନାପୋଡ଼ ଦିବସ । ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରିଥିବା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ଛେନାପୋଡ଼ର ନାଁ ଶୁଣିଲେ ପାଟିରେ ଆପେ ଆପେ ଲାଳ ଓ ମନରେ ଲୋଭ ଆସିଯାଏ । ସବୁଠି, ସମସ୍ତଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ନେଇଛି ନୟାଗଡ଼ ଛେନାପୋଡ଼ । ଏହାକୁ ଆହୁରି ପରିଚିତ କରାଇବାକୁ ରସଗୋଲା ଓ ପଖାଳ ପରି ବିଶ୍ବ ଛେନାପୋଡ଼ ଦିବସ ପାଳନ କରାଯାଉଛି । ନୟାଗଡ଼ରୁ ରାଜଧାନୀ ପର୍ଯ୍ୟନ୍ତ ଛେନାପୋଡ଼ ଦିବସ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଣ୍ଟର ନ୍ୟାସନାଲ ସେମିନାର ଅନ ସୁଇଟସ୍ ଓ ନମକିନସରେ ଛେନାପୋଡ଼ର ଗଢଣ ଶୈଳୀକୁ ଖୁବ ପ୍ରଂଶସା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା