ଆଜି ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବେ କେଜ୍ରିଓ୍ୱାଲ । ସମସ୍ତ ଆପ୍ ବିଧାୟକଙ୍କ ସମର୍ଥନ ରହିଛି କି ନାହିଁ ତାହାର ପ୍ରମାଣ ଦେବେ । ଗତକାଲି କେନ୍ଦ୍ରର ବିଭିନ୍ନ ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ- କେନ୍ଦ୍ରର ଦରବୃଦ୍ଧି ଦେଶବାସୀଙ୍କୁ ବାଧୁଛି । ବାରମ୍ବାର ବିଭିନ୍ନ କର ଲଦିବା ଯୋଗୁ ଜନଜୀବନ ଅତିଷ୍ଠ ହେଲାଣି । ଏପରିକ ଗୁଜରାଟର ଲୋକପ୍ରିୟ ନାଚ ଗରବା ଉପରେ ବି କର ଲଗାଯାଇଛି । କୋଟିପତିମାନଙ୍କ ଋଣ ଛାଡ଼ କରାଯାଉଛି । ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉନାହିଁ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ