- ୧୩ ଫୁଟ୍ ଲମ୍ବର ଓଜନଦାର କାଠ ଗରଗରା
() ମଙ୍ଗଳବାର ରଥ ଖଳାରେ ଗରଗରା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନି ରଥ ପାଇଁ ୬ଟି ଗରଗରା କାଠ ରଖା ଯାଇଥିଲା । ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସୀରେ ହାଣି ଚଉପଟ ଆରମ୍ଭ କରିଛନ୍ତି । ତେବେ ପ୍ରତି ରଥରେ ଦୁଇ ଗୋଟି ଗରଗରା ଲାଗିଥାଏ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ପ୍ରାୟ ୧୩ ଫୁଟ୍ ଲମ୍ବର ଓଜନଦାର କାଠ ଗରଗରା । ଚକ ଓ ଅଖ ଗୁଡିକ ବିଶ୍ୱକର୍ମାମାନେ ମାଚୁପ କରି ରଥର ମୂଳଦୂଆ ପ୍ରସ୍ତୁତ କରିବେ ।
More Stories
ଗଜପତି ମହାରାଜାଙ୍କୁ ମିଳେ ଏପରି ଭେଟି
ଆଶ୍ବିନ ମାସରେ ଦେବୀ ଦୂର୍ଗାଙ୍କ ଶହସ୍ର କୁମ୍ଭାଭିଷେକ
କଳସ ଉପରେ କାହିଁକି ଦିଆଯାଏ ଆମ୍ବଡାଳ