ଆଜିଠାରୁ ସ୍ପେଶାଲ ଓଜେଇଇ ଆରମ୍ଭ । ମୋଟ୍ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି । ତେବେ ୨୮ ସହରର ୩୮ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩, ୪ ଏବଂ ୭ ତାରିଖରେ ୪ଟି ସିଫ୍ଟରେ ପରୀକ୍ଷା କରାଯିବ । ରାଜ୍ୟ ବାହାରେ କୋଲକାତା, ରାଞ୍ଚି, ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର ହୋଇଛି । ବିଟେକ୍, ବି ଫାର୍ମା, ଲାଟେରାଲ ଏଣ୍ଟ୍ରିଟୁ ବିଟେକ୍, ଏମସିଏ, ଏମବିଏ, ଆର୍କିଟେକ ଓ ଏମ୍ ଫାର୍ମାରେ ନାମଲେଖାଇବାକୁ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା