ଆଜିଠୁ ମହଙ୍ଗା ହେଲା ଖଇ, ଚୂଡା ଓ ମୁଢି । ଏସବୁ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲଗାଇଛନ୍ତି ସରକାର । ଯାହା ଆଜିଠୁ ଲାଗୁ ହୋଇଛି । ଏସବୁ ଖାଦ୍ୟକୁ ପ୍ୟାକେଟ କରି ବିକ୍ରି କଲେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ପୂର୍ବରୁ କେବଳ ବ୍ରାଣ୍ଡେଡ୍ କମ୍ପାନୀର ଏସବୁ ଜିନିଷର ପ୍ୟାକେଟ୍ ସମାଗ୍ରୀ ଉପରେ ଜିଏସଟି ଲାଗୁ କରାଯାଉଥିଲା । କେନ୍ଦ୍ର ସରକାର ଟିକସ ବସାଇବା ଖବର ପରେ ଚୂଡା, ମୁଢ଼ି ବିକ୍ରି କରି ପରିବାର ଚଳାଉଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣୀ ପଡିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା