ଆଜିଠୁ ମହଙ୍ଗା ହେଲା ଖଇ, ଚୂଡା ଓ ମୁଢି । ଏସବୁ ଖାଦ୍ୟ ପଦାର୍ଥ ଉପରେ ଜିଏସଟି ଲଗାଇଛନ୍ତି ସରକାର । ଯାହା ଆଜିଠୁ ଲାଗୁ ହୋଇଛି । ଏସବୁ ଖାଦ୍ୟକୁ ପ୍ୟାକେଟ କରି ବିକ୍ରି କଲେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ପୂର୍ବରୁ କେବଳ ବ୍ରାଣ୍ଡେଡ୍ କମ୍ପାନୀର ଏସବୁ ଜିନିଷର ପ୍ୟାକେଟ୍ ସମାଗ୍ରୀ ଉପରେ ଜିଏସଟି ଲାଗୁ କରାଯାଉଥିଲା । କେନ୍ଦ୍ର ସରକାର ଟିକସ ବସାଇବା ଖବର ପରେ ଚୂଡା, ମୁଢ଼ି ବିକ୍ରି କରି ପରିବାର ଚଳାଉଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣୀ ପଡିଛି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ