ଭୁବନେଶ୍ୱର ଠାରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଜି-୨୦ର ତୃତୀୟ ୱାର୍କିଂ କମିଟି ବୈଠକ । ଆଜିଠାରୁ ୨୬ ତାରିଖ ଯାଏଁ ଶିକ୍ଷା କାର୍ଯ୍ୟକାରୀ ଗ୍ରୁପ୍ର ବୈଠକ ହେବ । ସିଏସଆଇଆର୍- ଆଇଏମଏମଟି ଠାରେ ହେବାକୁଥିବା ଜି-୨୦ ଭାରତ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀକୁ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ମିଳନୀର କଥାବସ୍ତୁ ‘ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ’ ରହିଛି । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ୍ ଲର୍ଣ୍ଣିଂ ଆଦି ଉପରେ ଆଲୋଚନା ହେବ ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ