ସଂକୀର୍ତ୍ତନ ପ୍ରତିବାଦ ପରେ ଆଜିଠୁ କଂଗ୍ରେସ ଆରମ୍ଭ କରୁଛି ‘ତୁଳସୀ ଯାତ୍ରା’ । ଭକ୍ତଙ୍କ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିବାକୁ ଦାବି ଜଣାଇ ଆଜିଠାରୁ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରୁଛି । ଏହା ପୂର୍ବରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ସଙ୍କୀର୍ତ୍ତନ କରି ଏହି ଦାବି ଜଣାଇଥିଲେ ବି ଏହାକୁ ଗୁରୁତ୍ୱ ଦେଇନଥିଲେ ରାଜ୍ୟ ସରକାର । କିନ୍ତୁ ଓଡିଆଙ୍କ ହିତ ତଥା ସେମାନଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ଦାବିକୁ ପୁଣି ଉତଥାପନ କରିବାକୁ ଅଣ୍ଟା ଭିଡିଛି କଂଗ୍ରେସ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା