ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ । ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଅନଲାଇନ୍ ମାଧ୍ୟମରେ କାଉନସେଲିଂ କରାଯିବ । ଆଜି ଏମ୍ବିଏ, ଏମ୍ସିଏ, ଏମ୍.ଟେକ୍, ଏମ୍ ଆର୍କିଟେକ୍ ଏବଂ ଏମ୍.ପ୍ଳାନ୍ ପାଇଁ ଆରମ୍ଭ ହେବ କାଉନ୍ସେଲିଂ । କାଲିଠୁ ଟେକ୍ନିକାଲ ଅଣ୍ଡର ଗ୍ରାଜୁଏଟ୍ ପିଲାମାନଙ୍କ ପାଇଁ ବିଟେକ୍, ବି ଆର୍କିଟେକ୍, ବି.ପ୍ଳାନ୍, ବି.କ୍ୟାଟ୍ ଏବଂ ଇଣ୍ଟିଗ୍ରେଟେଡ୍ ଏମ୍.ଏସ୍ସି ପାଇଁ କାଉନ୍ସେଲିଂ ଆରମ୍ଭ ହେବ । ଇଛୁକ ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ବେବ୍ସାଇଟ୍ www ଡଟ୍ ojee ଡଟ୍ nic ଡଟ୍ in କିମ୍ବା www ଡଟ୍ odishajee ଡଟ୍ com ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା