କ୍ରିକେଟ ଖେଳ ନିୟମରେ ହେବ ବଡ ପରିବର୍ତ୍ତନ । ଆଜିଠୁ ଲାଗୁ ହେଉଛି ଆଇସିସିର ନୂଆ ନିୟମ । ଏଣିକି ସବୁ ଖେଳାଳି ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଅନେକ ସମୟରେ ଖେଳାଳିମାନେ ବିନା ହେଲମେଟରେ ଖେଳୁଥିଲେ । ଫଳରେ ବଲ ବାଜି ଅଘଟଣ ମଧ୍ୟ ଘଟୁଥିଲା । ଏଣୁ ସେମାନଙ୍କର ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ । ସେହିପରି ଥାର୍ଡ ଅମ୍ପାୟାରକୁ-ଅମ୍ପୟାର ଦେଉଥିବା ସଫ୍ଟ ସିଗନାଲ ଆଉ ଦେବାକୁ ପଡିବ ନାହିଁ । ଫ୍ରି-ହିଟ ବଲରେ ରନ କରିବାରେ ନିୟମରେ ମଧ୍ୟ ପରବର୍ତ୍ତନ କରିଛି ଆଇସିସି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ