ରାଜ୍ୟକୁ ହନ୍ତସନ୍ତ କରୁଛି କୁହୁଡି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ଯୋଗୁ ଆଗାମୀ ତିନି ଦିନ ରାଜ୍ୟରେ ଘନ କୁହୁଡିର ସମ୍ଭାବନା ରହିଛି । ଉପକୂଳଠୁ ଉପାନ୍ତ ସବୁଠି ଘନ କୁହୁଡି ଦେଖିବାକୁ ମିଳିଛି । ୨୦୦ରୁ ୫୦୦ ମିଟର ଦୂରତାରେ ଥିବା ବସ୍ତୁକୁ ଦେଖବା ସମ୍ଭବ ହେବ ନାହିଁ । ଯାହାକି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏଥିପାଇଁ କୁହୁଡି ହେବାକୁ ଥିବା ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ସବୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ଏସଆରସି ସତର୍କ କରିବା ସହ କୁକୁଡି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା