ଇସ୍ରାଏଲ ଜେରୁଜେଲମ ସାଇନାଗେଗ୍ୟୁ ସହରରେ ଗୁଳିକାଣ୍ଡ । ଆତତାୟୀଙ୍କ ଆଖିବୁଜା ଗୁଳିମାଡରେ ୮ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁଳିମାଡରେ ୧୦ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ସୁରକ୍ଷାକର୍ମୀଙ୍କ ପାଲଟା ଫାୟାରିଂରେ ଆତତାୟୀ ନିହତ ହୋଇଛି । ଘଟଣାକୁ ଇସ୍ରାଏଲ ପ୍ରାଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିନ୍ଦା କରିଛନ୍ତି । ତେବେ ଆକ୍ରମଣ ନେଇ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ସୂଚନା ଅନୁସାରେ, ନେଭ ୟାକୋଭ ନିକଟସ୍ଥ ସଚ୍ଚିବାଳୟ ଉପରେ ଆତତାୟୀଙ୍କ ଆକ୍ରମଣ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ଏଭଳି ଆକ୍ରମଣ ଦେଖିବାକୁ ମିଳୁଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ