ସଂଘର୍ଷରେ ଛାରଖାର ପୁରା ୟୁକ୍ରେନ୍ । ତଥାପି କମିନି ଋଷର ଆକ୍ରମଣ । ଆହୁରି ଭୟଙ୍କର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଏବେ ବି ଅଧିକାଂଶ ସହରରେ ଗୁଳିଗୋଳା ମାଡ, ମିସାଇଲ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସୈନ୍ୟଙ୍କ ପାଲଟା ଆକ୍ରମଣରେ ଘାଇଲା ହୋଇଛି ଋଷ । ମସ୍କୋ ବାହିନୀ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରୁଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ ସୈନ୍ୟ ଅଧିକାର କରିଥିବା ସହରଗୁଡ଼ିକରେ ଆକ୍ରମଣକୁ ଜୋରଦାର କରିଛି ୟୁକ୍ରେନ । ସେପଟେ ୟୁକ୍ରେନ୍ ଋଷ କବଜାରୁ ତାର ଅନେକ ସହର ମୁକୁଳାଇବାରେ ସଫଳ ହୋଇଥିଲେ ବି ଥମିନି ଲୋକଙ୍କ ଦୁର୍ଦଶା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ