ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଆଇଏସଆଇଏସ ଆତଙ୍କବାଦୀଙ୍କ ଟାର୍ଗେଟରେ ଶାସକ ଦଳର ନେତା । ବିଜେପିର ବଡ ନେତାଙ୍କୁ ମାରିବାକୁ ଯୋଜନା କରୁଛି ଆଇଏସଆଇଏସ । ଋଷରୁ ଆତ୍ମଘାତୀ ଆକ୍ରମଣକାରୀ ଧରାପଡିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଋଷର ସୁରକ୍ଷା ଏଜେନ୍ସି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ସହ ଜଡିତ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ଆଉ ଗିରଫ ପରେ ଜଣାପଡିଛି ଯେ, ଉକ୍ତ ଯୁବକ ଜଣକ ଶାସକ ବିଜେପି ଦଳର କୌଣସି ବଡ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଏନେଇ ଋଷ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ