() ଗତ କିଛି ଦିନ ହେବ ଆମେରିକାରେ ବଢୁଛି ଗୁଳିମାଡ ଘଟଣା । ଏହାରି ଭିତରେ ଓକଲାହୋମାର ଟୁଲସାର ଏକ ହସ୍ପିଟାଲରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଯେଉଁଥିରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ତେବେ ଦୁର୍ବୃତ୍ତ ୪ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା । ତେବେ ଏନେଇ କୌଣସି ପ୍ରକାରର ସ୍ପଷ୍ଟୀକରଣ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇ ଥିବାବେଳେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ର ମଧ୍ୟ ସହାୟତା ନିଆଯାଇଛି ।https://thetopmost.in/%e0%ac%b7%e0%ad%8d%e0%ac%9f%e0%ac%bf%e0%ac%b2%e0%ad%8d-%e0%ac%ac%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f-%e0%ac%aa%e0%ad%8d%e0%ac%b0%e0%ac%a1%e0%ac%95%e0%ac%9f%e0%ac%b0%e0%ad%87/
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ