- () ଅଶାନ୍ତ ଆମେରିକାରେ ଦିନକୁ ଦିନ ବଢୁଛି ଗୁଳିକାଣ୍ଡ ଘଟଣା । ଏହାରି ଭିତରେ ଚିକାଗୋ ଅଞ୍ଚଳର ଇଣ୍ଡିଆନା କ୍ଲବରେ ଗୁଳିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଉକ୍ତ ଗୁଳିକାଣ୍ଡରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ପୋଲିସ କହିବା ଅନୁସାରେ ଇଣ୍ଡିଆନା କ୍ଲବରେ ଗୁଳିକାଣ୍ଡ ହୋଇଥିବା ଖବର ଆସିବା ପରେ ସେମାନେ ସେଠାରେ ପହଞ୍ଚିଥିଲେ । ସେଠାରେ ଦୁଇଜଣ ଗୁଳିମାଡ ଖାଇ ଅଚେତ ଅବସ୍ଥାରେ ପଡିଥିବାବେଳେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
“The eyes believe themselves, the ears believe other people.”
More Stories
ଚନ୍ଦ୍ରପୃଷ୍ଠରେ ଉଠିଛି ଗଛ
ଏକାବେଳେ 20 ଶିଶୁଙ୍କ ସହ 100 ବିସ୍ଥାପିତଙ୍କ ହତ୍ୟା
ମୋମୋ ରୁ ମୃତ୍ୟୁ, ମୋମୋ ଖାଉଥିଲେ ସାବଧାନ