ଅତିଥିଙ୍କ ଆଗମନ ପାଇଁ ପ୍ରସ୍ତୁତି । ଅଲିଭ ରିଡ କେଇଁଛଙ୍କ ସ୍ବାଗତ ପାଇଁ ଆରମ୍ଭ ହେବ ସଫେଇ କାର୍ଯ୍ୟକ୍ରମ । ଏନେଇ ଆସନ୍ତାକାଲି ସକାଳ ୭ଟାରେ ଇକୋ ରିଟ୍ରିଟ ନିକଟ ସାହୁଖଣତାରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏବେ ଏମାନେ ଓଡ଼ିଶାର ବେଳଭୂମିକୁ ଆସି ଅଣ୍ଡାଦାନ କରିବେ । ପୁରୀ ଜିଲ୍ଲାର ସାତପଡ଼ା ଠାରୁ ଅସ୍ତରଙ୍ଗ ୧୧ ଟି ବେଳାଭୂମିରେ ଏହି ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ପୂର୍ବରୁ, ସେମାନଙ୍କ ସୁରକ୍ଷିତ ଅଣ୍ଡାଦାନ ପାଇଁ ବେଳାଭୂମିକୁ ସଫେଇ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍