CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଛି । CRUT ଲିଙ୍ଗଗତ ସମାନତା ପାଇଁ ଉଦାହରଣ ସୃଷ୍ଟି କରି ଥିବାବେଳେ ମହିଳା ଓ ତୃତୀୟ ଲିଙ୍ଗିଙ୍କୁ ନିୟୋଜିତ କରିଛି । CRUTକୁ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକସେବା କ୍ଷେତ୍ରରେ ଜାତିସଂଘ ପବ୍ଲିକ ସର୍ଭିସ ଆୱାର୍ଡ ହେଉଛି ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର । ଏହା ଦେଶମାନଙ୍କ ମଧ୍ୟରେ କୁଶଳ କାର୍ଯ୍ୟଧାରା ଗ୍ରହଣ କରିଥାଏ । ଯାହାକି ଜନସାଧାରଣଙ୍କ ସେବାରେ ସମର୍ପିତ ହୋଇ ପ୍ରସିଦ୍ଧି ଲାଭ କରିଥା
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍