ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଅନିୟନ୍ତ୍ରିତ ଚୀନ ରକେଟ । ଏନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ତା’ର ବିମାନବନ୍ଦର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନେଇଛି । ୨୩ ଟନ୍ ଓଜନ ବିଶିଷ୍ଟ ଚୀନର ଏକ ଅନିୟନ୍ତ୍ରିତ ରକେଟ୍ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ । ଅର୍ଥାତ୍ ଭୁପୃଷ୍ଠରେ ଯେକୌଣସି ସମୟରେ ଏହାର ବିକ୍ଷିପ୍ତ ଧ୍ୱଂସାବଶେଷ ଆସି ପଡ଼ିବାର ଆଶଙ୍କା ରହିଛି । ଯାହା ଏହା ଅନେକ ଦେଶ ପାଇଁ ବିପଦ ସୃଷ୍ଟି କରିଛି । ରକେଟର ଭଗ୍ନାବଶେଷ କେଉଁଠି ପଡ଼ିବ, ତାହା ଜଣାପଡ଼ିନାହିଁ । ରକେଟ୍ ଭଗ୍ନାବଶେଷ ୟୁରୋପର କିଛି ସ୍ଥାନ ଉପରେ ଉଡୁଥିବା କୁହାଯାଉଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ