ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଶେଷ । ଆଙ୍କର ହେଲ୍ଥକେୟାର ସିଇଓ ବୀରେନ ମର୍ଚେଣ୍ଟଙ୍କ ଝିଅ ରାଧିକାଙ୍କୁ ବିବାହ କରିବେ ଅନନ୍ତ । ରାଜସ୍ଥାନର ଶ୍ରୀନାଥ ଜୀ ମନ୍ଦିରରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ରିତିନୀତିରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଅନନ୍ତ ଏବଂ ରାଧିକା ପିଲାବେଳର ସାଙ୍ଗ ଅଟନ୍ତି । ରିଲାଏନ୍ସ ଗ୍ରୁପ ପ୍ରେସ ରିଲିଜ ଜାରି କରି ଏହାର ସୂଚନା ଦେଇଛି ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି