ନିକଟରେ ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହାତକୁ ପରିସ୍କାର କରିବା ସମୟରେ ସାନିଟାଇଜରର ଅତ୍ୟଧିକ ବ୍ୟବହାରକୁ ବାରଣ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ସଚେତନ କରି କହିଛି
୧. ଯେତେ କମ ହେବ ସାନିଟାଇଜର ବ୍ୟବହାର କରନ୍ତୁ।
୨. ଘରେ ରହୁଥିବା ସମୟରେ ସାନିଟାଇଜର ପରିବର୍ତେ ସାବୁନରେ ହାତ ଧୁଅନ୍ତୁ।
୩. କାରଣ ସାନିଟାଇଜର ଅତ୍ୟଧିକ ବ୍ୟବହାର ସ୍ବାପସ୍ଥ୍ୟପକ୍ଷେ କ୍ଷତିକାରକ।
୪. ପ୍ରତିଦିନ ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ବାରା ଚର୍ମ ନଷ୍ଟ ହେବାର ସମ୍ଭାବନା ରହିଛି।
୫. କେତେ କ୍ଷେତ୍ରରେ ଦେଖାଯାଇଛି ଅତ୍ୟଧିକ ସାନିଟାଇଜର ବ୍ୟବହାର କରିବା ଦ୍ବାରା ଲୋକଙ୍କୁ ହାତରୁ ଚର୍ମ ଛାଡ଼ିଲା ଭଳି ସମସ୍ୟା ହୋଇଛି।
More Stories
ବ୍ରେନ୍ ଷ୍ଟୋକ୍ କରାଉଛି ଏହି ସବୁ ଖାଦ୍ୟ
ଲାଜ ଛାଡି ତୁରନ୍ତ କରନ୍ତୁ ଉପଚାର, ନଚେତ୍ ହୋଇଯିବ ବିଳମ୍ବ
ଆୟୋଡିନ୍ ଅଭାବରୁ ହେଉଛି ଏହି ସବୁ ସମସ୍ୟା