() ଆଜି ଅଗ୍ନିପଥ ଯୋଜନାର ଯୋଜନାର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ‘ଅଗ୍ନିପଥ ନିଯୁକ୍ତି ଯୋଜନା’ ଅଧିନରେ ୪ ବର୍ଷ ପାଇଁ ଯୁବପିଢ଼ିଙ୍କୁ ୩ ସେନାରେ ଚାକିରି କରିବାର ସୁଯୋଗ ମିଳିବ । ଯୋଜନାରେ ପ୍ରାୟ ୪୫ ହଜାର ଯୁବ ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ମିଳିବାକୁ ଥିବାବେଳେ ୪ ବର୍ଷ ନିଯୁକ୍ତି କାଳର ପ୍ରଥମେ ୩ ମାସ ଟ୍ରେନିଂ ଦିଆଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ର ଅନୁସାରେ କେବଳ ୪ ବର୍ଷ ପାଇଁ ସୈନିକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବା ସହ ଏମାନଙ୍କୁ ଅଗ୍ନିବୀର କୁହାଯିବ । ଏହି ସୈନିକମାନଙ୍କୁ ୯ ମାସ ପରିବର୍ତ୍ତେ ମାତ୍ର ୬ ମାସର ଟ୍ରେନିଂ ଦିଆଯିବ ଓ ଏହା ପରେ ସେମାନେ ସାଢ଼େ ତିନି ବର୍ଷ ପାଇଁ ସେନାରେ କାମ କରିବେ ଅର୍ଥାତ୍ ନିଯୁକ୍ତି ଠାରୁ ଅବସର ପର୍ଯ୍ୟନ୍ତ ୪ ବର୍ଷ ପର୍ଯ୍ୟନ୍ତ ଚାକିରି କରିବେ ।ସର୍ଭିସ ସମୟରେ ମାସିକ ପ୍ରାୟ ୩୦,୦୦୦ ଟଙ୍କା ଦରମା ପାଇବେ । ଯାହା ସୈନିକମାନଙ୍କୁ ଦିଆଯାଇଥିବା ଦରମାଠାରୁ ଅଧିକ ।https://thetopmost.in/south-movie-success-make-irritate-bollywood-celebrity/
https://thetopmost.in/second-innings-for-kishwer-merchant-and-suyyash-rai/
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍