୭୭ ତମ ସ୍ୱାଧୀନତା ଦିବସ ଅବସରରେ ବଲିଉଡ ଷ୍ଟାର ଅକ୍ଷୟ କୁମାର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ସେ ଭାରତର ନାଗରିକତା ପାଇଥିବା ନେଇ ଘୋଷଣା କରିଛନ୍ତି । ଅକ୍ଷୟ କୁମାରଙ୍କୁ ଭାରତର ପାସପୋର୍ଟ ମିଳିଛି । ସେ ଟ୍ୱିଟ କରି ଲେଖିଛନ୍ତି ମୋର ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ । ଅକ୍ଷୟଙ୍କ ପାଖରେ ପୂର୍ବରୁ କାନାଡାର ନାଗରିକତା ଥିଲା । ପୁଣିଥରେ ଭାରତୀୟ ନାଗରିକତା ପାଇ ଅକ୍ଷୟ ବେଶ ଖୁସି ଅଛନ୍ତି । ଫ୍ୟାନ୍ସ ମଧ୍ୟ ଏହାକୁ ନେଇ ବେଶ ଖୁସି ଅଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ