ଟ୍ୱିଟରରେ ପୁଣି ଚୋରି ହେଲା ଡାଟା । ହ୍ୟାକର୍ସ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି କରିଥିବା ସୂଚନା । ଚୋରି କରାଯିବା ସହ ଏହାକୁ ଡାର୍କ ୱେବରେ ହ୍ୟାକର ବିକ୍ରି କରୁଥିବା ଜଣାପଡିଛି । ଏହା ପୂର୍ବରୁ ୫୪ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା । ୨ୟ ଥର ପାଇଁ ଏତେମାତ୍ରାରେ ଡାଟା ଚୋରି ଘଟଣା ଟ୍ୱିଟର ପାଇଁ ସମସ୍ୟା ଆଣିପାରେ । ୟୁଜର୍ସଙ୍କୁ କମ୍ପାନୀ ଫାଇନ ଦେବାକୁ ପଡିପାରେ । ସବୁଠୁ ଚିନ୍ତାର କଥା ହେଉଛି ଟ୍ୱିଟର ମାଲିକ ଏଲନ ମସ୍କ, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ଟ୍ୱିଟରରୁ ଡାଟା ଚୋରି ରହିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ