୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨୦ଜଣ ପୋଲିସ ଅଧିକାରୀଙ୍କୁ ଏହି ସମ୍ମନଜନକ ପଦକ ମିଳିବ । ଏଥିରେ ୨ଜଣ ଆଇଜିଙ୍କୁ ରାଜ୍ୟପାଳ ପୋଲିସ ପଦକ ମିଳିବ । ଏହି କ୍ରମରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଏବଂ କ୍ରାଇମବ୍ରାଞ୍ଚ ଆଇଜି ସଫିନ୍ ଅହମ୍ମଦଙ୍କୁ ଏହି ସମ୍ମାନଜନକ ପଦକ ମିଳିବ । ଗଞ୍ଜାମ ଓ ସମ୍ବଲପୁର ଏସପିଙ୍କୁ ମଧ୍ୟ ଏହି ସମ୍ମାନଜନକ ପଦକ ମିଳିବାର ସୂଚନା ରହିଛି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି