ରାଜ୍ୟର ବିଭିନ୍ନ ସ୍ଥାନରେ ତଳ ମୁହାଁ ପାରଦ । ସୋମବାର ପ୍ରଥମ ଥର ପାଇଁ ୫ଡ଼ିଗ୍ରୀ ଛୁଇଁଲା ରାତ୍ରି ତାପମାତ୍ରା । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୫ଡ଼ିଗ୍ରୀ ରେକର୍ଡ ହୋଇଛି । ସେମିଳିଗୁଡାରେ ୭ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀରେ ୮ ଡିଗ୍ରୀ, ସୁନ୍ଦରଗଡରେ ୮.୫, ଦାରିଙ୍ଗବାଡିରେ ୯ ଡିଗ୍ରୀ ରହିଥିଲା ରାତି ତାପମାତ୍ରା । ୧୦ ସହରରେ ତାପମାତ୍ରା ୧୦ ଡିଗ୍ରୀ ଓ ତା’ଠାରୁ ତଳେ ରହିଛି । ଭୁବନେଶ୍ୱରରେ ୧୩ ଡ଼ିଗ୍ରୀ ଏବଂ କଟକରେ ୧୩.୨ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା