ରାଜ୍ୟରେ ଧିରେ ଧିରେ ସୁଧୁରୁଛି ବନ୍ୟା ସ୍ଥିତି । ହୀରାକୁଦରେ ବନ୍ଦ ହେଲା ଆଉ ଛଅଟି ଗେଟ୍ । ଏବେ ୧୦ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମପଟୁ 6, ଏବଂ ଦକ୍ଷିଣ ପଟୁ 4ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ତେବେ ହୀରାକୁଦର ଜଳସ୍ତର ଆହୁରି କମିବା ନେଇ ଅନୁମାନ କରାଯାଉଛି । ଏହାପୂର୍ବରୁ ହୀରାକୁଦ ଜଳସ୍ତର ୬୨୦.୭୧ ଫୁଟ ରହିଥିଲା । ଜଳଭଣ୍ଡାରକୁ ଲକ୍ଷେ ୮୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୪ହଜାର ୬ଶହ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।
More Stories
ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି
ଶ୍ରୀମନ୍ଦିର ସେବାୟତଙ୍କୁ ହାଣିଲେ ଦୁର୍ବୁତ୍ତ
ଓଡିଶାକୁ ବାତ୍ୟା ଭୟ