() ହରିପୁର ବଳଙ୍ଗା ରାସ୍ତାର ଦକ୍ଷିଣ ରାଡାସ ଗାଁରେ ପୋଲିସର ଚଢାଉ । ଏଏସଆଇଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇ ଥିବାବେଳେ ୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ତେବେ ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୮ ଲକ୍ଷ ହେବ । ଏଥିସହିତ ଗୋଟିଏ କାର, ବାଇକ, ୩ଟି ମୋବାଇଲ୍ ଏବଂ ନଗଦ ୨, ୧୫୦ ଟଙ୍କା ମଧ୍ୟ ଜବତ କରିଥିଲା ବଳଙ୍ଗା ଥାନା ପୁଲିସ । ଘଟଣାରେ ଚନ୍ଦନ ପାତ୍ର ଓ ପ୍ରଭାତ ସ୍ବାଇଁ ନାମକ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା