ପାକିସ୍ତାନରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ଏହି ଗିରଫ କରିଛି । ସେପଟେ ଇମ୍ରାନଙ୍କୁ ଗିରଫ କରିବା ପରେ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ସୃଷ୍ଟି କରିଛନ୍ତି । ଗଭର୍ଣ୍ଣର ହାଉସ୍ ଓ ଆର୍ମି ହେଡକ୍ୱାର୍ଟର ଉପରେ ଆକ୍ରମଣ କରିଛନ୍ତି ଇମ୍ରାନ ସମର୍ଥକ । ଏଭଳି ସ୍ଥଳେ ଗିରଫ ହେବା ପରେ ଇମ୍ରାନ ଖାନଙ୍କ ଜେଲ ଭିତରର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଅତି ହତାଶ ଓ ନିରାଶ ହୋଇ ବସିଥିବା ଅବସ୍ଥାରେ ଇମ୍ରାନଙ୍କୁ ଦେଖିବାକୁ ମିଳିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ