The Topmost

“The eyes believe themselves, the ears believe other people.”

ସ୍ପେନ୍ ଜଙ୍ଗଲରେ ନିଆଁର ତାଣ୍ଡବ

  1. () ଦକ୍ଷିଣ ସ୍ପେନରେ ତାଣ୍ଡବ ରଚୁଛି ନିଆଁର କରାଳ ରୂପ । ଗତ କିଛି ଦିନ ହେବ ଏଠିକାର ଜଙ୍ଗଲରେ ନିଆଁ ଲାଗି ଥିବାବେଳେ ଏହାକୁ ଲିଭାଇବା ଏଯାଏଁ ସମ୍ଭବ ହୋଇପାରିନାହିଁ । ତେବେ ଜଙ୍ଗଲର ନିଆଁ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଜନବସତି ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପବନର ବେଗ ନିଆଁକୁ ଆହୁରି ଶକ୍ତି ଯୋଗାଉଛି । ଏନେଇ ଏକାଧିକ ହେଲିକପ୍ଟର ମୁତୟନ କରାଯାଇଥିଲେ ବି ନିଆଁ ଆୟତକୁ ଆସିନାହିଁ । ସେପଟେ ସ୍ଥାନୀୟ ଇଲାକାରେ ତାପମାତ୍ରା ଆବଶ୍ୟକତା ଠାରୁ ଅଧିକ ରହିଛି । ତେବେ ଏଯାଏଁ ୨୦୦୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
  2. https://thetopmost.in/how-to-apply-sunscreen-lotion-to-your-face/
  3. https://thetopmost.in/tag/south-movie-kgf-has-released-today/