ଆଜି ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ଦିନ । ସ୍କିଲ୍ଡ ଇନ ଓଡ଼ିଶା ଉପରେ ଏକ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ପ୍ରମୁଖ ବକ୍ତାମାନେ ଯୋଗଦେବେ । ଏହା ସହିତ କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ପ୍ଲାଷ୍ଟିକ, ଏକ୍ସପର୍ଟ ପ୍ରମୋସନ, ଟେକ୍ସଷ୍ଟାଇଲ ଆଣ୍ଡ ଆପେରାଲ, ଆଗ୍ରୀ ବିଜନେସ ଆଣ୍ଡ ମାର୍କେଟିଂ ଆଦି କ୍ଷେତ୍ରରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସେହିପରି ଅପରାହ୍ମରେ ଫୁଡ ପ୍ରୋସେସିଂ, ଆଇଟି, ହାଣ୍ଡଲୁମ୍, ରିନ୍ୟୁଏବୁଲ ଏନର୍ଜି, ମେଟାଲ ଡାଉନଷ୍ଟ୍ରିମ ଆଦି କ୍ଷେତ୍ରରେ ଆଲୋଚନା କରାଯିବ । ମୋଟ ୧୦ଟି ସେକ୍ଟରାଲ ସେସନ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇଟି ପ୍ଲିନେରି ସେସନ ଅନୁଷ୍ଠିତ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା