୨୦୦୦ ମସିହାରେ ଲାଲକିଲ୍ଲା ଆକ୍ରମଣ ଘଟଣାରେ ଦୋଷୀ ମହମ୍ମଦ ଆରିଫ୍ ଓରଫ ଅସଫାକଙ୍କ ଫାଶୀଦଣ୍ଡ ବଳବତ୍ତର ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ମହମ୍ମଦ ଆରିଫଙ୍କ ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି । ଲାଲକିଲ୍ଲା ଉପରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ୨୦୦୦ ମସିହା ଡିସେମ୍ବର ୨୨ରେ ଆକ୍ରମଣ କରିଥିଲା । ଏଥିରେ ଦୁଇ ସୈନ୍ୟଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଦୁଇ ଆତଙ୍କୀଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ୨୦୦୫ ଅକ୍ଟୋବର ୩୧ରେ ନିମ୍ନ ଅଦାଲତ ଆରିଫଙ୍କୁ ଦୋଷୀ ଘୋଷଣା କରିବା ସହ ଫାଶୀ ଶୁଣାଇଥ
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ