ଆଜିଠୁ ଟୋକିଓରେ ପାରା ବ୍ୟାଡ୍ ମିଣ୍ଟନ ବିଶ୍ବ ଚାମ୍ପିଅନସିପ୍ । ଏହି ପ୍ରତିଯୋଗିତାରେ ଓଡିଶାରୁ ଅଂଶଗ୍ରହଣ କରିଛନ୍ତି 2 ଜଣ । ପ୍ରମୋଦ ଭଗତ ଓ ଦୀପ୍ ରଞ୍ଜନ ବିଶୋଇ । 6 ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବିଶ୍ବ ଚାମ୍ପିଅନସିପ୍ । ସ୍ବର୍ଣ୍ଣ ଜିତିବା ଲକ୍ଷରେ ସମସ୍ତ ଖେଳାଳି ରହିଥିବା ବେଳେ ପ୍ରମୋଦ ଓ ଦୀପ୍ ଙ୍କ ଉପରେ ରହିଛି ସମସ୍ତଙ୍କ ନଜର । 5 ଥର ଗୋଲ୍ଡ ମେଡାଲ ବିଜେତା ପ୍ରମୋଦ, ଜାତୀୟ ଓ ଆନ୍ତଃର୍ଜାତୀୟ ସ୍ଥରରେ 100ରୁ ଅଧିକ ପଦକ ପାଇ ଭାରତର ଗର୍ବ ବଢାଇଛନ୍ତି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ