ଆଫ୍ରିକୀୟ ଦେଶ ମାଲିରେ ଧସିଲା ସୁନା ଖଣି । ଏଥିରେ ୭୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କଙ୍ଗିବା ଜିଲ୍ଲା ଦକ୍ଷିଣ ପଶ୍ଚିମ କୌଲିକୋରୋ ଅଞ୍ଚଳରେ ରହିଛି ଏହି ଖଣି । ଖଣିରେ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ସୂଚନା ରହିଥିବା ବେଳେ କିଛି ଶ୍ରମିକ ଏବେ ବି ଫଶି ରହିଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସେପଟେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୭୩ ଟି ମୃତଦେହ ମିଳିଛି । ମୃତକଙ୍କ ପରିବାରକୁ ମାଲି ସରକାର ସମବେଦନା ଜଣାଇଛନ୍ତି ।
“The eyes believe themselves, the ears believe other people.”
More Stories
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍