ଏଣିକି ସେନାରେ ଆର୍ଟିଲେରି ରେଜିମେଣ୍ଟ ସମ୍ଭାଳିବେ ମହିଳା । ଫାଇଟର ଜେଟ୍ ସହ ଆକାଶରେ ଉଡୁଥିବା ଫ୍ରଣ୍ଟଲାଇନ୍ ଯୁଦ୍ଧପୋତରେ ସେବା ପରେ ଏବେ ଘାତକ ମାରଣାସ୍ତ୍ର ବା ଆର୍ଟିଲାରୀ ରେଜିମେଣ୍ଟର ଦାୟିତ୍ୱ ନେବେ ମହିଳା । ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ସେନା ମୁଖ୍ୟ ମନୋଜ ପାଣ୍ଡେ । ମନୋଜ ପାଣ୍ଡେ ସୂଚନା ଦେଇଛନ୍ତି ଯେ, ସେନାର ଆର୍ଟିଲାରୀରେ ମହିଳା ଅଫିସରଙ୍କୁ କମିଶନ ଦେବାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି । ଖୁବଶୀଘ୍ର ଏହାକୁ ସ୍ୱୀକୃତି ମିଳିଯିବ ବୋଲି ମନୋଜ ପାଣ୍ଡେ କହିଛନ୍ତି । ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ପରେ ଆର୍ଟିଲାରୀ ରେଜିମେଣ୍ଟରେ ସାମିଲ କରାଯିବାର ଯୋଜନା ମହିଳା ସଶକ୍ତିକରଣ ବାଟରେ ଏକ ବଡ ପଦକ୍ଷେପ ବୋଲି ସେ କହିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ