ସମ୍ବେଦନଶୀଳ ଥାନା ଗୁଡ଼ିକରେ ଆଉ ରହିବନି ଆଇଆଇସି ପଦବି । ଏସିପି ବା ଡିଏସ୍ପି ପାହ୍ୟାର ଅଧିକାରୀଙ୍କ ଦାୟିତ୍ବରେ ସେଭଳି ଥାନା ରହିବ । ରାଜ୍ୟରେ କମିସନରେଟ୍ ପୁଲିସରେ ପ୍ରଥମ ପର୍ଯ୍ୟାୟରେ ୯ଟି ଥାନାରେ ଏସିପିଙ୍କୁ ଥାନା ଦାୟିତ୍ବ ଦିଆଯିବ । ଏଥିପାଇଁ କମିସନରେଟ୍ ପୁଲିସ ଦକ୍ଷ ପୁଲିସ ଅଧିକାରୀଙ୍କୁ ଚୟନ କରି ନିୟୋଜିତ କରିବାକୁ ଯାଉଛି । କମିସନରେଟ୍ ପୁଲିସରେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଲାଗୁ କରାଯିବ । ପରେ ରାଜ୍ୟରେ ଅନ୍ୟ ସମ୍ବେଦନଶୀଳ ଥାନା ଦାୟିତ୍ବରେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।
More Stories
ମଣ୍ଡିରୁ ଧାନଉଠା ବିଳମ୍ବରେ କାରଣ ଦର୍ଶାଅ ନୋଟିସ୍
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ