ଓଡିଶା ଉପକୂଳରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି । ସକାଳ ୧୦ ଟା ୩୦ ମିନିଟରେ ହୋଇଛି ଏହି ପରୀକ୍ଷଣ । ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା ନେଇ ସୂଚନାଦେଛି ଡିଆରଡିଓ । ଏହାପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଆକାଶ ମିସାଇଲର ନ୍ୟୁ ଜେନେରେସନ ଭର୍ସନର ଲକ୍ଷ୍ୟଭେଦ କ୍ଷମତା ୪୫ରୁ ୫୦ କିଲୋମିଟର ରହିଛି।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍