ସନ୍ୟାସ ଗ୍ରହଣ କଲେ ବିଜେପି ସାଂସଦ ଉମା ଭାରତୀ । ସେ ଏବେ ପରିଜନଙ୍କ ଠାରୁ ସମସ୍ତ ସଂପର୍କ କାଟି ବିଶ୍ୱକୁ ନିଜର ପରିବାର ଭାବେ ଗ୍ରହଣ କରିଥିବା କଥା ଘୋଷଣା କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଗୋଟିଏ ପରେ ୧୭ଟି ପୋଷ୍ଟ କରିଛନ୍ତି ଉମା । ଉମା ଭାରତୀ ଏହି ଅବସରରେ ତାଙ୍କ ଗୁରୁଙ୍କ ଦ୍ୱାରା ପଚରାଯାଇଥିବା ୩ ଟି ପ୍ରଶ୍ନ ଓ ତାର ଉତ୍ତରକୁ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ