ଆଦାନୀ ପ୍ରସଙ୍ଗରେ ତାତିଲା ପାର୍ଲାମେଣ୍ଟ । ସଂସଦ ବାହାରେ ସରକାର ବିରୋଧରେ ନାରାବାଜି । ହାତରେ ପ୍ଲା-କାର୍ଡ ଧରି ସରକାର ବିରୋଧରେ ନାରା ଦେଇଛନ୍ତି ଆପ ଓ ବିଆରଏସ ସାଂସଦ । ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ ପାଇଁ ବିରୋଧୀ ଦାବି କରିଛନ୍ତି । ହଜାର ହଜାର କୋଟିର ଘୋଟାଲାର ଯାଞ୍ଚ ପାଇଁ ବିରୋଧୀ ସାଂସଦ ଦାବି କରିଛନ୍ତି । ଆଦାନୀ ସହ ସରକାରଙ୍କ ସମ୍ପର୍କ ଚଳିବନି ବୋଲି ନାରା ଦେଇଥିଲେ । ସେପଟେ ଦରବୃଦ୍ଧି ଓ ଆଦାନୀ ପ୍ରସଙ୍ଗରେ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ ଓ ମହିଳା କଂଗ୍ରେସ । ଆନ୍ଦୋଳନ ସ୍ଥଳରୁ ଅନେକ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ