ଆଜି ପ୍ରଚାରର ଶେଷ ଦିନ । ଆସନ୍ତା ୩ ତାରିଖରେ ଧାମନଗର ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଭୋଟ୍ ମାଗିବା ପାଇଁ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ଜୋରସୋରରେ ଲାଗି ପଡ଼ିଛନ୍ତି ସବୁ ଦଳର ପ୍ରାର୍ଥୀ ଓ ସମର୍ଥକ । ଘରକୁ ଘର ବୁଲି ପ୍ରଚାର କରିବା ସହ ଭୋଟ୍ ମାଗୁଛନ୍ତି । ଶେଷ ଦିନରେ ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ । ଭୋଟ ହାତେଇବାକୁ ଆଜି ଶେଷ ଲକ୍ଷ୍ୟ ରଖିଛନ୍ତି ପ୍ରାର୍ଥୀ । ହଜାର ହଜାର କର୍ମୀଙ୍କୁ ନେଇ ବଡ଼ ବାଇକ ରାଲି କରିବ ବିଜେଡି । ଲୋକଙ୍କ ପାଖରେ ପହଞ୍ଚି ଭୋଟ ପାଇଁ ନିବେଦନ କରିବ ଦଳ । ଯେହେତୁ ଆଜି ପ୍ରଚାରର ଶେଷ ଦିନ ତିନି ପ୍ରମୁଖ ଦଳ ଲୋକଙ୍କୁ ମନାଇବା ପାଇଁ ଶେଷ ପ୍ରୟାସ କରିବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା