ବଢ଼ିଲା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ। ଉଭୟଙ୍କ ବିରୋଧରେ ଜାରି ହେଲା ସମନ। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଓ ତେଜସ୍ୱୀଙ୍କ ବିରୋଧ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି। ସମନ ପଠାଇ ଉଭୟଙ୍କୁ ଏହି ମାମଲାରେ ଜେରା କରିବା ପାଇଁ ଇଡି ଡାକିଛି । ଆସନ୍ତା ଶୁକ୍ରବାର ତଥା ଡିସେମ୍ବର ୨୨ ତାରିଖ ଇଡି ମୁଖ୍ୟାଳୟରେ ହାଜର ହେବା ପାଇଁ ତେଜସ୍ୱୀଙ୍କୁ କୁହାଯାଇଛି। ସେହିପରି ଲାଲୁ ପ୍ରାସଦଙ୍କୁ ବୁଧବାର ୨୭ ତାରିଖରେ ଇଡି ଜେରା କରିବା ପାଇଁ ଡାକିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ