ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରି ରୁଷରେ ଆଇଏସ ଆତଙ୍କୀ ଧରାପଡିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଗିରଫ ଆଇଏସ ଆତଙ୍କୀର ଭାରତ ଲିଙ୍କ ବିଷୟରେ ଅଧିକ ଖୋଲତାଡ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ଡୋମେଷ୍ଟିକ ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ଓ ଆଇବିର ଟିମ ରୁଷ ରାଜଧାନୀ ମସ୍କୋ ଯିବେ । ସେମାନେ ସେଠାରେ ପହଁଛି ଗିରଫ ଆତଙ୍କବାଦୀ ଯୋଜନା ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବେ । ଏହି ଷଡଯନ୍ତ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି କଣ ଥିଲା ଷଡଯନ୍ତ୍ର ସେସବୁକୁ ବିଷୟରେ ଭାରତ ଜାଣିବାକୁ ଚାହୁଁଛି । ତଥ୍ୟ ଅନୁସାରେ ରୁଷର ଗୁଇନ୍ଦା ସଂସ୍ଥା ଓ ଫେଡେରାଲ ସିକ୍ୟୁରିଟି ସର୍ଭିସ ଅଧିକାରୀଙ୍କୁ ଭେଟିବେ । ଏହାପରେ ଆଇଏସ ଆତଙ୍କୀ ସମସ୍ତ ତଥ୍ୟ ହାସଲ କରି ତାର ଭାରତର ଲିଙ୍କ ସର୍ମ୍ପକରୋ ଖୋଲତାଡ କରିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ