ରାତିରେ ବି ସୁରକ୍ଷିତ ଆମ ଅତିଥି ପକ୍ଷୀ । ଚିଲିକାରେ ପକ୍ଷୀ ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ିଛି ବନ ବିଭାଗ । ରାତିରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚିଲିକାରେ ଘୁରି ବୁଲୁଛନ୍ତି । ଯେଉଁ ସ୍ଥାନରେ ଅଧିକ ବିଦେଶୀ ପକ୍ଷୀ ରହୁଛନ୍ତି, ସେହି ସ୍ଥାନରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ବାଇନାକୁଲାର, ଟ୍ରଚ ଲାଇଟ୍, ଲାଠି ଓ ଠେଙ୍ଗା ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଛନ୍ତି । ଏହା ସହ ଦିନରେ ପକ୍ଷୀଙ୍କ ସୁରକ୍ଷା ପାିଁ ଶିକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା